Click the 'bell' icon and Subscribe our channel !
#କମଳଦେଶ #ରାଜକୁମାର
80th Birth Day Celebration of Music Legend Sj Prafulla Kar. Stage performance by Sarrika Singh (Mumbai) Bollywood Playback Singer presenting "mere naseeb mein tu hai ki nahi" film Naseeb 1981, at Rabindra Mandap, Bhubaneswar. Odisha. Org by- Prafulla Kar Foundation. 15th February 2019.
ଗୀତରେ ଗୀତରେ ସଂଗୀତ ସମ୍ରାଟଙ୍କୁ ଜନ୍ମଦିନ ଶୁଭେଚ୍ଛା
ବୟସ ଏଇ କିଛି ସମୟ ହେଲା ୮୦ ଛୁଇଁଛି ହେଲେ ବଦଳିନି ସେଇ ଯୁବସୁଲଭ ସ୍ୱଭାବ । କମଳା ରଙ୍ଗର ପଞ୍ଜାବୀଟେ ପିନ୍ଧି ମଞ୍ଚରେ ଯେତେବେଳେ ସେ ବାଦ୍ୟଶିଳ୍ପୀଙ୍କୁ ମାର୍ଗଦର୍ଶନ କରୁଥିଲେ ତାଙ୍କ ଭିତରେ ସେଇ ଯୁବ ସଂଗୀତଜ୍ଞକୁ ଅନୁଭବ କରିବାର ଅବକାଶ ପାଇଥିଲେ ଦର୍ଶକ । ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଜନ୍ମ ଦିବସ ପାଳନ ହେଉଥିବା ବେଳେ ସଂଗୀତ ରାଇଜର ସୂବର୍ଣ୍ଣ ଯୁଗକୁ କିଛି କ୍ଷଣ ଫେରିଯିବାର ଅବସର ଜୁଟିଥିଲା । ପ୍ରଫୁଲ୍ଲ କର ଫାଉଣ୍ଡେସନ୍ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଗତ ତା୧୬ରିଖରେ ଆୟୋଜିତ ସଂଗୀତ ସଂନ୍ଧ୍ୟାରେ ଗୀତରେ ଗୀତରେ କମଳଦେଶ ରାଜକୁମାରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଭେଟି ଦେଇଥିଲେ କଣ୍ଠଶିଳ୍ପୀମାନେ । ସମସ୍ତଙ୍କ କଣ୍ଠରେ ଭାସି ଆସୁଥିଲା ଓଡିଆ ସଂଗୀତ ଜଗତର କାଳଜୟୀ ଗୀତ । ସେହି ଗୀତଗୁଡିକର ସ୍ରଷ୍ଟା ଥିଲେ ପ୍ରଫୁଲ୍ଲ କର । ଉପସ୍ଥିତ ଖ୍ନୋତାଙ୍କ କରତାଳିରେ ଫାଟିପଡୁଥିଲା ରବୀନ୍ଦ୍ରମଣ୍ଡପ । ୮୦ବର୍ଷରେ ପଦାର୍ପଣ କରିଥିବାରୁ ଏହାକୁ ପ୍ରଫୁଲ୍ଲ କରଙ୍କ "କୋହିନୂର ଜୟନ୍ତୀ' ନାମରେ ନାମିତ କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ପ୍ରଫୁଲ୍ଲ କର ଫାଉଣ୍ଡେସନର ଅଧ୍ୟକ୍ଷ ଦାଶ ବେନହୁର । ସେଇ ସଂଗୀତ ସମ୍ରାଟଙ୍କ ଜନ୍ମ ଦିବସ ଅବସରରେ ଦୁଇ ଦିନ ବ୍ୟାପି ଆରମ୍ଭ ହୋଇଥିବା "କମଳଦେଶ ରାଜକୁମାର' ସଂଗୀତ ଆସରର ଶେଷ ସଂନ୍ଧ୍ୟାରେ ଦୁଃଖିଶ୍ୟାମ ତ୍ରିପାଠୀ, ମହାପ୍ରସାଦ କର, କୁମାର ବିଷ୍ଣୁ, ଅନ୍ତରା ଚକ୍ରବର୍ତ୍ତୀ, ନାଜିଆ ଆଲାମ, ଶର୍ମିଳା ସିଂ, ସଞ୍ଜୟ ମିଶ୍ର ଓ ଗିରିଜା ଶଙ୍କର ଦାଶ ପ୍ରଫୁଲ୍ଲ କରଙ୍କ ସଂଗୀତ ନିର୍ଦ୍ଦେଶନାରେ ବିଭିନ୍ନ ସମୟରେ ପ୍ରସ୍ତୁତ ହୋଇଥିବା ଲୋକପ୍ରିୟ ଗୀତଗୁଡିକୁ ପରିବେଷଣ କରିଥିଲେ । ଏହି ଅବସରରେ ଲୋ ଚାନ୍ଦମୁହିଁ, ଏ ଫୁଲ କହ ଥରେ, ଏମିତି ବି ନଦୀ ଅଛି, ନେଇଯାରେ ମେଘ ମତେ, ରୂପ ହୋଇଥିବ ଲାବଣ୍ୟବତୀ, ନାନା ମୋତେ ପ୍ରେମ କରନା ଭଳି ଗୀତ ଶୁଣିବାକୁ ମିଳିଥିଲା । ପ୍ରଫେସର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Song Credits:
#Song - mere naseeb mein tu hai ki nahi
#Artist - Lata Mangeshkar
#Film - Naseeb 1981
#Lyricist - Anand Bakshi
#Music Composer - Laxmikant Shantaram Kudalkar (Laxmikant
Pyarelal), Pyarelal Ramprasad Sharma
(Laxmikant Pyarelal)
#Music Director - Laxmikant Shantaram Kudalkar (Laxmikant
Pyarelal), Pyarelal Ramprasad Sharma (Laxmikant
Pyarelal)
#Director - Manmohan Desai
#Music Label - Universal
#Cast - Amitabh Bachchan, Hema Malini, Shatrughan Sinha, Reena
Roy, Rishi Kapoor
#Release on - 17th March, 1981
Event Record by Team Canvas Odisha !
For always being informed, and entertained find us here:
Event Record by Team Canvas Odisha !
For always being informed, and entertained find us here:
Visit our News website
[ Ссылка ]
Follow us on Facebook
[ Ссылка ]
SUBSCRIBE to Canvas Odisha Channel
[ Ссылка ]
Follow us on Twitter
[ Ссылка ]
Follow us on Google Plus
[ Ссылка ]
Follow us on Instagram
[ Ссылка ]
#POPULAR #VIDEO
Re Atman Nidra Parihari
[ Ссылка ]
Mahaprasad Kar Live
[ Ссылка ]
Nazia Alam Live
[ Ссылка ]
Tume Deba mu Pujarini
[ Ссылка ]
Kahin Gale Shyama Ghana
[ Ссылка ]
Lo chanda muhin
[ Ссылка ]
Rupa Hoithiba Labanyabati
[ Ссылка ]
Antara Chakraborty Live
[ Ссылка ]
A Rati A Janha
[ Ссылка ]
Kala Tirtha Anusthana cuttack
[ Ссылка ]
Canvas Odisha is Odisha’s Leading 24x7 news and current affairs WEB channel from Bhubaneswar. Please visit our website [ Ссылка ] for latest oppinions and details news coverage, State News, Breaking News, Twin City (Cuttack & Bhubaneswar), Political News, National & International News, Crime News, Cyclone & Most Popular Of Sanita Swara (Power Of Peoples Voice ) & ETC, Picture, Entertainment, Sports, Cricket and Lifestyles.
Ещё видео!