ନମସ୍କାର
ଏହି ଭିଡିଓଟିରେ ନୂତନ ଭାବେ ଏସଏସବି ଅଧ୍ୟାପକ ଭାବେ ଯୋଗଦେଇଥିବା ଅକାଶଙ୍କର ସାକ୍ଷାତକାର ଆପଣ ଦେଖିବାକୁ ପାଇବେ । ଏସଏସବି ପରୀକ୍ଷାରେ କିପରି କୃତକାର୍ଯ୍ୟ ହେଲେ, ସେ ସମ୍ପର୍କରେ ଆକାଶ ନିଜର ମତବ୍ୟକ୍ତ କରିଛନ୍ତି । ତାଙ୍କୁ ଭେଟିଛନ୍ତି ପଦ୍ମଲୋଚନ ପ୍ରଧାନ ।
ଆକାଶ ଖୁବ୍ ସରଳ, ନିଷ୍ଠାପର ବ୍ୟକ୍ତି । ତାଙ୍କ ଘର କଳାହାଣ୍ଡି ଜିଲ୍ଲାରେ । ତାଙ୍କର ସଂଘର୍ଷମୟ ଜୀବନ ଭିତରେ ଅଧ୍ୟାପକ ହେବା ଏକ ବଡ ସଫଳତା । ତାଙ୍କ ମୁହଁରୁ ତାଙ୍କର ଯାତ୍ରା ସମ୍ପର୍କରେ ଜାଣି ଅନେକ ପ୍ରେରଣା ପାଇପାରନ୍ତି । ଏହି ଆଶା ରଖି ସମସ୍ତଙ୍କୁ ଅନୁରୋଧ, ଭିଡିଟି ଦେଖିବାକୁ ।
Ещё видео!