ସରକାର ବୃଦ୍ଧ,ବୃଦ୍ଧା ଓ ଅସହାୟ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ସହଯୋଗର ହାତ ବଢାଉଛନ୍ତି ସତ । ହେଲେ ତାହା ଅନେକ ହୀତାଧିକାରୀଙ୍କ ପାଖରେ ପହଞ୍ଚୁଥିବା ବେଳେ ଅନେକ ହୀତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ଆଉ କିଛି ବିଭିନ୍ନ ନୀତିନିୟମ ଓ କଟକଣା ଭିତରେ ଛନ୍ଦି ହୋଇ ଅତ୍ୟନ୍ତ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି । ଏହି ପରି ଜଣେ ମହିଳା ହେଲେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅସ୍ତି ପଂଚାୟତ ପାରୁଳିଆ ଗ୍ରାମର ପାର୍ବତୀ ପ୍ରଧାନ ।
LIKE | SHARE | SUBSCRIBE
#Dharitri #DharitriLive #odisha #balasore #pension #money #oldlady #women #fight #pensionmoney #odisha
Also Watch:
👉 Special Episodes : [ Ссылка ]
👉 'Fun with Public' all episodes: [ Ссылка ]
👉 Babu Mahal - Cartoon animation web series: [ Ссылка ]_
👉 Health Tips: [ Ссылка ]
👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : [ Ссылка ]
👉 Man Mijaj | ମନ ମିଜାଜ : [ Ссылка ]
For more updates please visit us:
👉 Website: [ Ссылка ]
👉 Facebook: [ Ссылка ]
👉 Twitter: [ Ссылка ]
👉 Youtube: [ Ссылка ]
👉 Instagram: [ Ссылка ]
Ещё видео!