Finally the Full Video of our most romantic song ever "🌧️Kala Megha ☔" Starring Satyajeet and Manasiwini , directed by Susant K voice by Kuldeep Pattnaik and Arpita Choudhury Music by Kalpataru Mahanta , Produced by Wandermates Music is released . Special Thanks to Prasant Palei Babu for Encouraging for this Song.
Kala Megha, Official Video, Ft. Satyajeet & Manaswini, Kuldeep & Arpita, Odia Romantic Song 2023
Please like , Share and Subscribe to Wandermates Music YouTube channel for more upcoming entertainments.
*Video Credits*:
*****************************************
🌧️Title : Kala Megha
☔Starring - Satyajeet & Manaswini
🎤Singers - Kuldeep Patnaik, Arpita Choudhury
🖊️Lyrics & Music - Kalpataru Mahanta
🎹Programming - Christo Mathews
📽️DOP - Soumya Mohanty
🎞️Edit - Susant K
📺DI - Rihan (Pupul Films)
💃Choreographer - Ajay
📸Poster Shoot - Soumya Swarup
🎨Makeup - Tiki
📢Production Manager - Radha
🚬Producer - Wandermates Music
*Audio Credits*:
*****************************************
🎙️Singer : Kuldeep Pattnaik , Arpita Choudhury
🖊️Lyrics & Music : Kalpataru Mahanta
🎹Programming : Christo Mathews
🎞️Master & Mix : Somesh Satpathy
🎧Studio : Somesh Studio , BBSR
Now Streaming On :
******************************************
Spotify : 👍
Amazon Music : 👍
JioSaavn : 👍
Resso : 👍
Ganna : 👍
iTunes : 👍
Wynk, : 👍
Instagram Music : 👍
lyrics :
******************************************
ମୁଖୁଡା - (Male)
କଳାମେଘ ଦେଖି ଯେମିତି ମୟୂର ନାଚିବାକୁ ଚାହେଁ ଡେଣା ଖୋଲି,
ମୋ ମନ ବି ଆଜି ବୋଲ ମାନେ ନାହିଁ
ମୋ ପ୍ରିୟା ଆସିବ ବୋଲି......
Cross-
ଏ ମେଘ ତୁ ବରଷି ଯା ଟିକେ
ମୋ ପ୍ରିୟା ଭିଯିବାକୁ ଭଲ ପାଏ
ସରଗର ପରୀ ଯେମିତି ବେଶ
ବିଜୁଳି ଆଲୁଅ ପରି ତା ହସ ....
ତା ଆଖିରେ ମୋତେ ହଜିବାକୁ ଦେ
ତା ପ୍ରେମରେ ମତେ ଭିଜିବାକୁ ଦେ
ଶ୍ରାବଣ ତୁ ଆ...ରେ ଆ...ରେ ମୋ ପ୍ରିୟାକୁ ଭିଜେଇ ଦେବୁ
ଫଗୁଣ ତୁ ଆ...ରେ ଆ...ରେ ମୋ ପ୍ରିୟାକୁ ସଜେଇ ଦେବୁ ....
ଅନ୍ତରା -1(Female)
ଭିଜୀବାକୁ ସିନା ଭଲ ପାଏ ମୁଁ
ତୋ ପ୍ରେମରେ ଭିଯିବାକୁ ଚାହେଁ ମୁଁ (2)
ଏ ବେଶ ଏ ହସ ର ତୁ କାରଣ
ତୋ ବିନା ରଙ୍ଗହିନ ମୁଁ ଫଗୁଣ
Cross -
ଏ ମେଘ ତୁ ବରଷି ଯା ଟିକେ
ମୋ ପ୍ରିୟ ସାଥେ ମୋତେ ଭିଜେଇ ଦେ...
ମୋ ଭିଜା ଦେହ ଦେଖି ହେବ ଖୁସି
ଧରି ମୋତେ ପ୍ରେମ କରିବ ବେଶୀ
ତା ପ୍ରେମରେ ମୋତେ ଭିଯିବାକୁ ଦେ,
ତା ବାହୁରେ ମୋତେ ହଯିବାକୁ ଦେ....
ଶ୍ରାବଣ ତୁ ଆ...ରେ ଆ...ରେ ମେଘ ଆଣି ବରଷି ଯିବୁ
ଫଗୁଣ ତୁ ଆ...ରେ ଆ... ରେ ଫୁଲ ଫୁଟି ମହକି ଯିବୁ
ଅନ୍ତରା -2(Male)
ମୋ କଳ୍ପନା ରେ ମିଠା କ୍ଷଣ ଟେ ତୁ
ମୋ ପାଖେ ନଥିବା ଭଲ ଗୁଣ ଟେ ତୁ(2)
ତୋ ହାତ ଧରି ମୁଁ ବାଟ ଚାଲିବି
ଥକିଗଲେ ତୋ କୋଳେ ସୋଇ ଯିବି
Cross-
ଏ ମେଘ ତୁ ବରଷି ଯା ଟିକେ,
ମୋ ପ୍ରିୟା ସାଥେ ମୋତେ ଭିଜେଇ ଦେ
ଭିଜିଲେ ସେ ଅଧିକ ହେବ ଖୁସି
ଧରି ମୋତେ ପ୍ରେମ କରିବ ବେଶି...
ମୋ ପ୍ରେମରେ ତାକୁ ଭିଯିବାକୁ ଦେ
ମୋ ବାହୁରେ ତାକୁ ହଜିବାକୁ ଦେ
ଶ୍ରାବଣ ତୁ ଆ...ରେ ଆ...ରେ ମୋ ପ୍ରିୟାକୁ ଭିଜେଇ ଦେବୁ
ଫଗୁଣ ତୁ ଆ...ରେ ଆ...ରେ ମୋ ପ୍ରିୟାକୁ ସଜେଇ ଦେବୁ ....
Contact :
💌Email: wandermatesofficial@gmail.com
🚶♀️🚶♂️Follow us :-
Instagram: [ Ссылка ]
Facebook: [ Ссылка ]
Hastags:
#newodiasong #kuldeeppattnaik #odiaromanticsong #arpitachoudhury #wandermatesmusic #kalamegha #viral #viralodia #viralodiasong #satyajeetbehera #manaswini #odiastatus #odiastatusvideo #odisha #ollywooddairy #ollywood #rainsong #trending #trendingsong #howto #online #games #pubgmobile #howtomakevideoviral #kuldeeppattnaiknewsong #arpita #jhipijhipimeghare #cutegelhi #gulimata #humanesagar #jailer #jhalamala #mantuchuria #someshsatpathy #someshstudio #soulful #soothingsong #kalpatarumahanta #wandermatesmusic
🚫📀ANTI-PIRACY WARNING
**********************************
This content is Copyright of Wandermates Music Production House. Any unauthorized re-production, re-distribution or re-upload is strictly prohibited. Legal action will be taken against those who violate the copyright of this material presented.
Ещё видео!