Sambalpuri Christian Song II Mor Jishu kete jey sundara II Asima Panda II MKN Music II Kumar bhai
Singer- Asima Panda
Music and Lyrics- Kumar bhai
Produce by- Kumar Bhai( 7873246643) WhatsApp only
Drums- Babu dada(Anirudh Dhal)
Programming-Narendra ku. Mohapatra
Rhythm-Manish Da, Pramod Da, Sima Da, Raja, Pintu
Recordist- Subu da
Mixed and Mastered by Shaktiswar Mohapatra
Recorded at- MRR STUDIO CUTTACK
Please Share, Subscribe, Like and Comment @ MKN Music
Message from Kumar Bhai- Praise the Lord, ସମକୁ ମୋର ଜୁହାର। ଫେର୍ ଥରେ ପ୍ରଭୁ ଯୀଶୁଙ୍କର୍ ମହୀମା ଲାଗି ଗୁଟେ ସୁନ୍ଦର୍ ଆଉ ମନ୍ ଛୁଆଗୀତ୍ ନେଇକି ଆସିଛୁ। ଆମର ଆଶା ଯେ ଗୀତ୍ ଟା ସମସ୍ତ ଙ୍କୁ ଭଲ୍ ଲାଗଵା ।
କିଛି କଥା ଆପଣମାନକର ସଙ୍ଗେ ବାଟ୍ ଵାର କେ ଚାହେମି । ସବୁବେଳେ ଆମେ କହୁଛୁ ଆମର ଚେନାଲ କେ ଲାଇକ,ସେଆର ଆଉ କମେଣ୍ଟ୍ କରୁନ । ଆପଣ ମାନେ ଭାବୁଥିବେ ସେଇ ସେଇ କଥା କେତେ କହୁଛ । କିନ୍ତୁ ମୁଇଁ ମୋର୍ କଥା କହୁଛେ ଆପନ ମାନକର୍ ଗୁଟେ ଭଲ/ ଖରାପ କମେଣ୍ଟ ଆମକୁ ନୂଆ ନୂଆ ଗୀତ୍ କରଵାର୍ କେ ପ୍ରୋସାହନ୍ ଦେସି ଆଉ ସୁଧରାଵାର୍ କେ ସୁଯୋଗ୍ ବି। ଆପଣ ମାନକର୍ ଲାଇକ୍/ଡିସ ଲାଇକ୍ ଆମକୁ ଶିଖାସି ।
ଯଦି ଆମର ଗୁଟେ ଛୋଟ୍ ପ୍ରୟାସ୍ ଆପଣ ମାନକୁ ଖୁସି ଦେଇ ପାରିବା,ଆଉ ଆମର ଉଦ୍ଧାର୍ କରତା ପ୍ରଭୁ ଯୀଶୁଙ୍କର୍ ଵଳୀଦାନ୍ କେ ସୋର୍ କରେଇ ପାରବା ବେଳେ ଆମେ ଯାନମୁ ଯେ ଆମର ପ୍ରୟାସ୍ ସଫଳ୍ ହେଇଛେ,
ଝୁହାର- ଆପଣମାନକର କୁମାର ଭାଇ
LYRICS
ମୋର୍ ଯୀଶୁ କେତେ ଯେ ସୁନ୍ଦର
ତାଙ୍କର କଥା କେତେ ଯେ ମଧୂର -(୨)
ମୋର୍ ଯୀଶୁ ଦେଖ କେତେ ସୁନ୍ଦର
ମଧୂନୁ ବି ମିଠା ତାକର କଥା
ଖୁଜୁଛେ ମୁୁଁଈ ନୁରୁଛେ ମୁଁଈ
ଦିନକେ ରାତି କରୁଛେ ସୁରୁତା I ଦିନକେ ରାତି କରୁଛେ ସୁରୁତା
ମୋର୍ ଯୀଶୁ କେତେ ଯେ ସୁନ୍ଦର
ତାଙ୍କର କଥା କେତେ ଯେ ମଧୂର -(୨)
ଖୁଜୁଛେ ଯୀଶୁ ନୁରୁଛେ ତମକୁ ଝୁରୁଛେ ସତେରେ
ଭଳ ମୁଁଈ ତମକୁ ପାଉଛେ ପ୍ୟାର୍ ମୁଁଈ କରୁଛେ କେତନେଈ କେତେ ରେ-(୨)
ଉସତ ହେଇ ଟାକିଛୁ ସତେ
ଯୀଶୁ ରଜା ଆଏବେ ଆମକୁ ନେବାର କେ-(୨), ଆମକୁ ନେବାର କେ
ମୋର୍ ଯୀଶୁ କେତେ ଯେ ସୁନ୍ଦର
ତାଙ୍କର କଥା କେତେ ଯେ ମଧୂର -(୨)
ଭଜୁଛେ ଯୀଶୁ କହୁଛେ ପ୍ରାର୍ଥନା କରୁଛେ କେତେ ରେ
ଜୀବନ ମୁଁଈ ସମର୍ପି ଦେଇଛେ ଆଶିଷ୍ ପାଇଛେ ଯାହାକେ ଯେତେ ରେ-(୨)
ଜୀବନ ଦେଲ କ୍ରୁଶ ଥି ସତେ ଯୀଶୁ ରଜା ତମେ ଆମକୁ ପାଇବାର କେ-(୨),ଆମକୁ ପାଇବାର କେ
ମୋର୍ ଯୀଶୁ କେତେ ଯେ ସୁନ୍ଦର
ତାଙ୍କର କଥା କେତେ ଯେ ମଧୂର -(୨)
ANTI-PIRACY WARNING
This content is copyright to MKN Music. Any unauthorised reproduction, redistribution, reupload of (audio-video) is strictly prohabited of this material. Legal action willbe taken against those who vaolate this copyright material.
![](https://i.ytimg.com/vi/bNi4MnixXd4/maxresdefault.jpg)