Songs Credits :-
Song : Hey chira sundara
Singer & Lyrics :Goloknath Mishra
Music : Kshiti Mohan
Arrangement : Piku Rath
Mixing & Mastering : SANJEEV KUMAR , Mumbai
Studio : JCK Studio
Visualisation : ARCHIK'S STUDIOS
Post Production : ARCHIK'S Graphics & Multimedia
Publicity Design : ARCHIK'S Photography
Producer -GS Production
Lyrics :
ହେ ଚିର ସୁନ୍ଦର ହେ କରୁଣାମୟ
ହେ ଅମୃତମୟ ସିନ୍ଧୁ
ଅଥଳ ସାଗରେ ତୁମେ ଯେ ନାଉରୀ
ତୁମେ ମୋର ପ୍ରାଣ ବିନ୍ଦୁ
ଶାନ୍ତ ସୌମ୍ୟ ପ୍ରଭୁ , ମୁଖେ ସ୍ମିତ ହାସ୍ୟ
ଆଜନୁ ଲମ୍ବିତ ବାହୁ
ବୈଶିଷ୍ଟ୍ୟପାଳୀ ଆପୁରୟମାଣ
ଦୀନ ହୀନ ର ବନ୍ଧୁ
ଆହେ ଦୀନ ବନ୍ଧୁ , ତୁମେ କୃପାସିନ୍ଧୁ
ମୁଁ ଅକିଞ୍ଚନ ଜଳ ବିନ୍ଦୁ ।।।।
ଧନ ମାନ ଗର୍ବେ ମଜ୍ଜି ଥିଲି ପ୍ରଭୁ
ଭୁଲି ତବ ପଦ ରେଣୁ
ଧନ ଲୋଡା ନାହିଁ ଆଉ ମୋର କିଛି
ଶରଣ ଦିଅ ହେ ପ୍ରଭୁ
ତବ ଶ୍ରୀରଙ୍ଗା ପୟରେ , ରଖି ମୋତେ ପ୍ରଭୁ
ପାରି କର ଭବ ସିନ୍ଧୁ
Ещё видео!